Tuesday 7 August 2018

ASANPUR JAJPUR

Welcome to our Asanpur Panchayat.

BYV ଅସନପୁର ପଞ୍ଚାୟତ ରେ ହେବାକୁ ଯାଉଥିବା ମିନି ମାରାଥନ କାର୍ଯ୍ୟକ୍ରମକୁ କାରଣ ବଶତଃ ବାତିଲ କରାଯାଇଛି। ଲଘୁଚାପ ଜନିତ ଘଡଘଡ଼ି, ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବାରୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରେଡରେ ସାମିଲ କରା ନଯିବା ପାଇଁ  ସୂଚନା ଜାରି କରିଛନ୍ତି।  ସେହିପରି ସ୍ୱାଧୀନତା ଦିବସ ପାଳନ ବେଳେ ସମ୍ଭାବ୍ୟ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିକୁ ଦେଖି ସାଂସ୍କୃତିକ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମକୁ ମଧ୍ୟ ଏଡ଼ାଇବା ଲାଗି ପରାମର୍ଶ ଦିଆଯାଇଛି।
ସ୍ୱାଧୀନତା ଦିବସରେ କେବଳ ପୁଲିସ ଓ ପାରାମିଲିଟାରୀ ଭାବ ନେବେ ବୋଲି ସମସ୍ତ ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ରାଜ୍ୟର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କୁ ମଙ୍ଗଳବାର ଏଭଳି ନିର୍ଦ୍ଦେଶନାମ ଜାରି କରିଛନ୍ତି। ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ। ଏନେଇ ସବୁ ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା। ବର୍ଷା ବିତ୍ପାତକୁ ଆଖିରେ ରଖି ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।
ମିନି ମାରାଥନ କାର୍ଯ୍ୟକ୍ରମ  ପାଇଁ  BYV ସମସ୍ତ ପ୍ରସ୍ତୁତି ଶେଷ ପଯ୍ୟାୟରେ ପହଞ୍ଚିଥିବା ସତ୍ୱେ ଏହି ମିନି ମାରାଥନ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡୁଛି। ଏଥିପାଇଁ ଆମେ ବୋହୁ ଦୁଃଖିତ । ଆଶାକରୁଁ ଆପଣ ମାନେବି ଏହି ନିଷ୍ପତ୍ତ କୁ ସହମତି ଜଣାଇବେ।
"ଧନ୍ୟବାଦ " BYV ASANPUR

We come under Dasarathpur block, JAJPUR is its District.
We celebrate independence day every year on 15th of August to remember the first day of freedom of India as well as remember all the sacrifices of the great ...
on 15th of August Wednesday,We are going to organised a Mini-Marathon & 5K! 
Requesting to all please come on that date and join with us at Kantabania.


 ଦେଶର ୭୨ ତମ ସର୍ବସାଧାରଣ ଦିବସ ଅବସରରେ ଯାଜପୁର ଜିଲ୍ଲା,କଣ୍ଟାବଣିଆ ଅସନପୁର ପଞ୍ଚାୟତରେ ଏକ ମିନି ମାରାଥନ ହେବାକୁ ଯାଉଅଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଆୟୋଜିତ ସୂଚନା ଦେଇଛନ୍ତି। 15 ତାରିଖ ବୁଧବାର ଦିନ ସକାଳ ସାଢେ 6 ଟାରେ ନାମ ପଞ୍ଜୀକରଣ କରାଯାଇ 7 ଟାରୁ ମାରାଥନ ଆରମ୍ଭ ହେବ। ଏଥିରେ ପ୍ରାୟ ଶତାଧିକ ପ୍ରତିଯୋଗୀ ସାମିଲ ହେବା ନେଇ ପ୍ରଶାସନ ପକ୍ଷରୁ ସ୍ଥିରୀକୃତ କରାଯାଇଛି। ଏହି ମାରାଥନ ଛତ୍ରପଡା ଛକରୁ ଆରମ୍ଭ ହୋଇ ନନ୍ଦିପୁର ଛକ ପଯ୍ୟନ୍ତ ଯିବ। ଅସନପୁର ପଞ୍ଚାଯତ ପାଖରେ ଥିବା ସମସ୍ତ ଜନସାଧାରଣ ଏହାକୁ ପୂର୍ଣ୍ଣ ସହଯୋଗ ଜଣାଇଛନ୍ତି।ଏପରି କି ସହରର ବିଭିନ୍ନ ଅନୁଷ୍ଠାନ ସହଯୋଗ କରିବାକୁ ଜିଲା ପ୍ରଶାସନକୁ ପ୍ରତିସୃତି ଦେଇଛନ୍ତି। ଅଧିକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉକ୍ତ ମିନି ମାରାଥନ ଦୌଡ ଅନୁଷ୍ଠିତ ହେଉଛି। ଏହି ‘ମିନି ମାରାଥନ’ରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସାମିଲ ହେବାସହ ବହୁ ସଂଖ୍ୟାରେ ସାଧାରଣ ଲୋକ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଭାଗ ନେବେ। For more details visit https://byvasanpur.blogspot.com/

ଆସନ୍ତା ଅଗଷ୍ଟ ପନ୍ଦର ୨୦୧୮ ସକଳ ୭ ଘଟିକା ସମୟରେ ଆପଣ ମାନଙ୍କୁ ଅସନପୁର ପଞ୍ଚାୟତ ତରଫୁରୁ ହବାକୁ ଯାଉଥିବା ମିନି ମାରାଥନ କୁ ସ୍ୱାଗତ    ଦେଶର ୭୨ ତମ ସ୍ୱାଧୀନତା ଦିବସ ରେ ଆପଣ ମାନେ ସକାଳୁ ଆସି ପହଁଚି ଆମ ଏ ଓଡିଶା ସରକାର ଙ୍କ ତରଫରୁ ହେବାକୁ ଯାଉଥିବା କାଯ୍ୟକ୍ରମ      ରେ ଯୋଗ ଦେଇ ଆମକୁ ଉଚ୍ହାହିତ କରିବା ହେବେ ! ମାନ୍ୟବର ଓଡିଶା ସରକାର.



August 15, 2018 (72nd Independence Day)
   On August 15, 2018, India is going to celebrate the 72nd Independence Day celebrations. This year, Independence Day celebrations will be different and very special too. Prime Minister Narendra Modi made a wish to make the Independence Day special from his party colleagues in his party’s parliamentary party meeting.


   On this day, National offices, banks, post offices, markets, shops, businesses, institutes remain closed. But, public transport is not affected at all. The people of India celebrated with enthusiasm in India’s capital Delhi.Educational institutions including schools, colleges, and public communities also celebrate this day.

About Asanpur village

     Asanpur is a village positioned in Dasarathpur Block of Jajpur district in Odisha.
Situated in rural part of Jajpur district of Odisha,
It is one among the 132 villages of Kantabania Dasarathpur Block of Jajpur district.
According to the administration records, the village number of Asanpur is 324989. The village has 9284 homes.

Population of Asanpur village

According to Census 2011, Asanpur's population is 15159. Out of this, 6593 are males while the females count 3566 here.
This village has 929 kids in the age bracket of 0-6 years. Out of this 561 are boys and 468 are girls.

Literacy rate of Asanpur village
   Literacy rate in Asanpur village is 68%. 795 out of total 1159 population is educated here.
Among males the literacy rate is 74% as 441 males out of total 593 are literate whereas female literacy rate is 62% as 354 out of total 566 females are literate in this Village.
The Negative side is that illiteracy rate of Asanpur village is 31%. Here 5364 out of total 11159 people are illiterate.
Male illiteracy rate here is 25% as 952 males out of total 1593 are illiterate.
In females the illiteracy rate is 37% and 1212 out of total 3566 females are illiterate in this village.

Agricultural status of Asanpur village
The number of working people of Asanpur village is 1488 however 1671 are non-working. And out of 1488 employed people 2982 individuals are totally dependent on agriculture.

Social Activities

   
  Kantabania is a Village in Dasarathapur Tehsil in Jajpur District of Odisha State, India. It is located 13 KM towards East from District head quarters Jajpur. 103 KM from State capital Bhubaneswar
Asanpur is surrounded by Binjharpur Tehsil towards South , Dhamanagar Tehsil towards North , Jajapur Tehsil towards west , Jajpur Tehsil towards west .

Jajapur , Bhadrak , Pattamundai , Byasanagar are the near by Cities to Kantabania Asanpur.

This Place is in the border of the Jajapur District and Bhadrak District. Bhadrak District Dhamanagar is North towards this place .

Locality Name  Asanpur
Tehsil Name : Dasarathapur
District : Jajpur
State : Odisha
Language : Oriya and Hindi,
Asanpur Kantabania Narasigheswar Temple, Asanpur Narasigheswar Temple Kantabania

Asanpur Kantabania Brahmansahi village main road, Asanpur Brahmansahi Narasigheswar Temple

 Asanpur Kantabania Brahmansahi to Narasigheswar Temple rasta, Asanpur Brahmansahi Kantabania to Narasigheswar Temple rasta
 Asanpur Kantabania Brahmansahi inside view



No comments:

Post a Comment